ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅୟସ୍କାନ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅୟସ୍କାନ୍ତ   ବିଶେଷ୍ୟ

ଅର୍ଥ : ମ୍ୟାଗନେଟାଇଟରୁ ପ୍ରସ୍ତୁତ ଗୋଟିଏ ସ୍ଥାୟୀପଥର

ଉଦାହରଣ : ଚୁମ୍ବକ ପଥର ଚୁମ୍ବକ ପରି ଆକର୍ଷିତ କରିବା ବା ଆକର୍ଷିତ ହେବାର କ୍ଷମତା ରହିଥାଏ

ସମକକ୍ଷ : ଚୁଂବକ ପଥର, ଚୁମ୍ବକ, ଚୁମ୍ବକ ପଥର

मैगनेटाइट का बना एक स्थायी चुम्बक पत्थर।

चुंबक पत्थर में चुंबक की तरह आकर्षित करने व आकर्षित होने की क्षमता होती है।
आखुपाषाण, चुंबक, चुंबक पत्थर, चुम्बक, चुम्बक पत्थर

A permanent magnet consisting of magnetite that possess polarity and has the power to attract as well as to be attracted magnetically.

loadstone, lodestone