ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚୁଗୁଲିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚୁଗୁଲିଆ   ବିଶେଷ୍ୟ

ଅର୍ଥ : ଚୁଗୁଲି କରୁଥିବା ବ୍ୟକ୍ତି

ଉଦାହରଣ : ଚୁଗୁଲିଆଙ୍କ କାରଣରୁ ବେଳେବେଳେ ନିଜ ସଂପର୍କ ମଧ୍ୟରେ ଫାଟ ସୃଷ୍ଟି ହୁଏ

ସମକକ୍ଷ : ଚୁଗୁଲିଖୋର

चुगली करनेवाला व्यक्ति।

चुगलखोरों के कारण कभी-कभी आपसी संबंधों में दरार पैदा हो जाती है।
कनफुसका, कर्णीजप, चवाई, चुगलखोर, चुग़लख़ोर, चुग़लीखोर, चुगुलखोर, पतंगछुरी, पिशुन, पैशुनिक, लुतरा, वक्रनक्र

Someone who gossips indiscreetly.

blabbermouth, talebearer, taleteller, tattler, tattletale, telltale

ଚୁଗୁଲିଆ   ବିଶେଷଣ

ଅର୍ଥ : ଚୁଗୁଲି କରିବା ବ୍ୟକ୍ତି

ଉଦାହରଣ : ଚୁଗୁଲିଆ ବ୍ୟକ୍ତି ସବୁବେଳେ ଚୁଗୁଲି କରୁଥାଏ

ସମକକ୍ଷ : ଚୁଗୁଲିଖୋର