ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚିମୁଟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚିମୁଟା   ବିଶେଷ୍ୟ

ଅର୍ଥ : ଜୋର କରି ଧରିବା ବା ପ୍ରଶସ୍ତ ମୁହଁଯୁକ୍ତ ଏକ ଉପକରଣ

ଉଦାହରଣ : ସେ ଚିମୁଟାରେ ରୁଟି ସେକୁଛି

दबाकर पकड़ने या उठाने वाला फैले मुँह का एक औज़ार।

वह चिमटे से रोटी सेंक रही है।
चिमटा, चिमटी, सुचुटी

Any of various devices for taking hold of objects. Usually have two hinged legs with handles above and pointed hooks below.

pair of tongs, tongs

ଅର୍ଥ : କୌଣସି ଜିନିଷରୁ ଚିମୁଟାଏ

ଉଦାହରଣ : ସେ ଡବାରୁ ଚିମୁଟାଏ ଲୁଣ ବାହାରକରି ସାଲାଡ଼ରେ ପକାଇଲା

ସମକକ୍ଷ : ଚିମୁଟ, ଚୁଟୁକି

चुटकी भर कोई चीज़।

उसने डिब्बे में से एक चुटकी नमक निकालकर सलाद में डाल दिया।
चुटकी