ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚିପୁଡ଼ିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚିପୁଡ଼ିବା   କ୍ରିୟାପଦ

ଅର୍ଥ : ଫୁଟେଇ ଅର୍କ ବାହାର କରିବା

ଉଦାହରଣ : ଅତର ତିଆରି କରିବା ପାଇଁ ଫୁଲକୁ ପାଣିରେ ପକାଇ ଯନ୍ତ୍ର ସାହାଯ୍ୟରେ ଚିପୁଡ଼ା ଯାଏ

भभके से अर्क उतारना।

इत्र बनाने के लिए फूलों को पानी में डालकर चुआते हैं।
आसवन करना, चुआना, टपकाना

Extract by the process of distillation.

Distill the essence of this compound.
distil, distill, extract

ଅର୍ଥ : ଓଦା ବସ୍ତୁକୁ ଚିପୁଡ଼ି ସେଥିରୁ ତରଳ ପଦାର୍ଥ ବାହାର କରିବା

ଉଦାହରଣ : ସେ ଚଦର ଚିପୁଡ଼ୁଛନ୍ତି

गीली वस्तु को दबाकर उसका तरल पदार्थ बाहर निकालना।

वह चद्दर निचोड़ रहा है।
गारना, निचोड़ना

Twist, squeeze, or compress in order to extract liquid.

Wring the towels.
wring

ଅର୍ଥ : ରସାଳ ବସ୍ତୁକୁ ଚିପୁଡ଼ି ସେଥିରୁ ରସ ବାହାର କରିବା

ଉଦାହରଣ : ମାଆ ଆମ୍ବସଢ଼ା କରିବାପାଇଁ ଆମ୍ବକୁ ଚିପୁଡ଼ୁଛନ୍ତି

रसपूर्ण वस्तु को दबाकर उसका रस निकालना।

माँ अमावट बनाने के लिए पके आमों को निचोड़ रही है।
गारना, निचोड़ना

Twist, squeeze, or compress in order to extract liquid.

Wring the towels.
wring