ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚିନ୍ତା କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚିନ୍ତା କରିବା   କ୍ରିୟାପଦ

ଅର୍ଥ : ଦୁଃଖ କରିବା

ଉଦାହରଣ : ମଲା ଲୋକ କେବେ ଆଉ ଫେରେ ନାହିଁ, ଆପଣ ଅଧିକ ଚିନ୍ତା କରନ୍ତୁ ନାହିଁ

ସମକକ୍ଷ : ଦୁଃଖିତ ହେବା, ପୀଡ଼ିତ ହେବା, ଭାବିବା

खेद या दुख करना।

मरा व्यक्ति कभी वापस नहीं आता, आप ज्यादा दुखी मत होइए।
अनमनाना, अरूरना, दुखित होना, दुखी होना, पीड़ित होना, सोचना

Feel grief.

grieve, sorrow

ଅର୍ଥ : ଚିନ୍ତା ହେବା

ଉଦାହରଣ : ମାଆଙ୍କୁ ସବୁବେଳେ ନିଜ ପିଲାଙ୍କ ଚିନ୍ତା କରିଥାଏ ଆପଣଙ୍କୁ କେବଳ ନିଜକଥା ଚିନ୍ତା

चिन्ता होना।

माँ को हमेशा अपने बच्चों की पड़ी रहती है।
आपको केवल अपनी पड़ी है।
चिन्ता होना, पड़ना

Be concerned with.

I worry about my grades.
care, worry

ଅର୍ଥ : କୌଣସି ବିଷୟ କିମ୍ବା କାର୍ଯ୍ୟର ସିଦ୍ଧିଲାଭ ନିମନ୍ତେ ମନରେ ବାରମ୍ବାର ବିଚାର କରିବା

ଉଦାହରଣ : ସବୁଠିକ ହୋଇଯିବ, ଆପଣ କାହିଁକି ଚିନ୍ତା କରୁଛନ୍ତି

ସମକକ୍ଷ : ଭାବିବା, ସୋଚନା

किसी विषय या कार्य की सिद्धि के संबंध में मन में बार-बार अनावश्यक विचार करना।

सब ठीक हो जाएगा । आप क्यों चिंता करते हैं?
चिंता करना, चिंतित होना, परेशान होना, फिकर करना, फिक्र करना, सोचना

Be worried, concerned, anxious, troubled, or uneasy.

I worry about my job.
worry