ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚିତ୍ରକାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚିତ୍ରକାରୀ   ବିଶେଷ୍ୟ

ଅର୍ଥ : ବସ୍ତ୍ର, କାନ୍ଥଆଦି ଉପରେ ତିଆରି ହୋଇଥିବା ଚିତ୍ର

ଉଦାହରଣ : ମନ୍ଦିରର କାନ୍ଥ ସୁନ୍ଦର ଚିତ୍ରକାରୀରେ ସଜ୍ଜିତ ହୋଇଛି

ସମକକ୍ଷ : କାରୁକାର୍ଯ୍ୟ

कपड़ों, दीवारों आदि पर बने बेल और बूटे।

मंदिर की दीवारें सुन्दर बेलबूटों से सजी हैं।
बेल-बूटा, बेलबूटा

A picture or design printed from an engraving.

print

ଅର୍ଥ : ଚିତ୍ର କରିବା ବିଦ୍ୟା ବା କଳା

ଉଦାହରଣ : ଶ୍ୟାମ ଚିତ୍ରକଳା ପ୍ରତିଯୋଗିତାରେ ପ୍ରଥମ ହେଲା

ସମକକ୍ଷ : ଆଲେଖ୍ୟ ବିଦ୍ୟା, ଚିତ୍ରକଳା

चित्र बनाने की विद्या या कला।

श्याम चित्रकला प्रतियोगिता में प्रथम आया।
आलेख्य-विद्या, चित्रकला, चित्रकारी

Graphic art consisting of an artistic composition made by applying paints to a surface.

A small painting by Picasso.
He bought the painting as an investment.
His pictures hang in the Louvre.
painting, picture