ଅର୍ଥ : ବସ୍ତ୍ର, କାନ୍ଥଆଦି ଉପରେ ତିଆରି ହୋଇଥିବା ଚିତ୍ର
ଉଦାହରଣ :
ମନ୍ଦିରର କାନ୍ଥ ସୁନ୍ଦର ଚିତ୍ରକାରୀରେ ସଜ୍ଜିତ ହୋଇଛି
ସମକକ୍ଷ : ଚିତ୍ରକାରୀ
ଅର୍ଥ : ଧାତୁ,ପଥର, କାଠ ଆଦିରେ ଖୋଦେଇକରି କମକୁଟ ଆଦି କରିବାର କାମ
ଉଦାହରଣ :
ଏହି ମୂର୍ତ୍ତିକାର ବହୁତ ସୁନ୍ଦର କାରୁକାର୍ଯ୍ୟ କରନ୍ତି
ସମକକ୍ଷ : କମକୁଟ, ଡାଳି, ସୂକ୍ଷ୍ମକାମ
ଅର୍ଥ : ଧାତୁ, ପଥର, କାଠଆଦି ଉପରେ ଖୋଦନକରି ଅଙ୍କିତ କରିବାର କଳା
ଉଦାହରଣ :
ବଢ଼େଇ ନିଜ ପୁଅକୁ କାରୁକାର୍ଯ୍ୟ ଶିଖାଉଛି
ସମକକ୍ଷ : କାରୁକଳା
ଅର୍ଥ : ଧାତୁ, ପଥର, କାଠଆଦି ଉପରେ ଖୋଦନକରି ବନାଯାଉଥିବା ଅଙ୍କିତ ଚିତ୍ର
ଉଦାହରଣ :
ଏହି ଚେୟାରର କାରୁକାର୍ଯ୍ୟ ବହୁତ ସୁନ୍ଦର
ସମକକ୍ଷ : ଚିତ୍ରକଳା