ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାପିହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାପିହେବା   କ୍ରିୟାପଦ

ଅର୍ଥ : ଗାଡ଼ି ଆଦିର ତଳେ ଆସି ମରିଯିବା

ଉଦାହରଣ : କୁକୁର ରେଳଗାଡ଼ିରେ ଚାପିହୋଇଗଲା

ସମକକ୍ଷ : କଟିବା

गाड़ी आदि के नीचे आकर मर जाना।

कुत्ता रेलगाड़ी में रेता गया।
कटना, रेताना

Cut off and stop.

The bicyclist was cut out by the van.
cut off, cut out

ଅର୍ଥ : ତଳେ ଆସିକରି ବା ଚାପିହୋଇ ବିକୃତ ହେବା

ଉଦାହରଣ : ଗୋଟିଏ କୁକୁର ଗାଡ଼ିଦ୍ୱାରା ଚାପିହୋଇଗଲା ଚକିରେ ତା’ ହାତ ପେଷିହୋଇଗଲା

ସମକକ୍ଷ : ଦଳିଚକଟିହେବା, ପେଷିହେବା

नीचे आकर या दबकर विकृत होना।

एक कुत्ता गाड़ी से कुचल गया।
चक्की में उसका हाथ पिस गया।
कचकना, कुचलना, कुचलाना, पिसना

Become injured, broken, or distorted by pressure.

The plastic bottle crushed against the wall.
crush