ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଟିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଟିବା   କ୍ରିୟାପଦ

ଅର୍ଥ : ଗାଡ଼ି ଆଦିର ତଳେ ଆସି ମରିଯିବା

ଉଦାହରଣ : କୁକୁର ରେଳଗାଡ଼ିରେ ଚାପିହୋଇଗଲା

ସମକକ୍ଷ : ଚାପିହେବା

गाड़ी आदि के नीचे आकर मर जाना।

कुत्ता रेलगाड़ी में रेता गया।
कटना, रेताना

Cut off and stop.

The bicyclist was cut out by the van.
cut off, cut out

ଅର୍ଥ : କାଳର ମାନ ଦୃଷ୍ଟିରୁ ଘଟଣା କଥାଆଦିର ବର୍ତ୍ତମାନରୁ ଆରମ୍ଭ କରି ଅତୀତ ସମୟ ପର୍ଯ୍ୟନ୍ତ ଯିବା

ଉଦାହରଣ : ମଦର୍‌ ଟେରେସାଙ୍କ ପୂରା ଜୀବନ ମାନବ ସେବାରେ କଟିଲା

ସମକକ୍ଷ : ବିତିବା, ବ୍ୟତୀତ ହେବା

काल के मान की दृष्टि से घटना, बात आदि का वर्तमान से होते हुए भूत में जाना।

हमारी शादीशुदा जिंदगी के तीस साल बीत गए।
कटना, गुजरना, गुज़रना, ढलना, निकलना, बीतना, भुगतना, व्यतीत होना, होना