ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାଖଣ୍ଡ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାଖଣ୍ଡ   ବିଶେଷ୍ୟ

ଅର୍ଥ : ହାତର ସବୁ ଆଙ୍ଗୁଳିମାନଙ୍କୁ ମେଲାଇଲେ ବୁଢ଼ା ଆଙ୍ଗୁଠି ଠାରୁ କାଣି ଆଙ୍ଗୁଠି ପର୍ଯ୍ୟନ୍ତ ଦୂରତା

ଉଦାହରଣ : ମୋ ବୁଢ଼ାବାପା ଚାଖଣ୍ଡ, ହାତ ଆଦିରେ କୌଣସି ବସ୍ତୁଆଦିର ଦୈର୍ଘ୍ୟ ମାପନ୍ତି

हाथ की सब अँगुलियाँ फैलाने पर अँगूठे के सिरे से कनिष्ठिका के सिरे तक की दूरी।

हमारे दादाजी बित्ता, हाथ आदि से किसी वस्तु की लंबाई मापा करते हैं।
बालिश्त, बित्ता, बीता

A unit of length based on the width of the expanded human hand (usually taken as 9 inches).

span