ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚହଲିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚହଲିବା   କ୍ରିୟାପଦ

ଅର୍ଥ : ବାସନ ହଲିବା କାରଣରୁ କୌଣସି ତରଳ ପଦାର୍ଥ ଉଛୁଳି ବାହାରି ପଡ଼ିବା

ଉଦାହରଣ : ରାଧାର ଗରାର ପାଣି ଚହଲୁଛି

बरतन हिलने से किसी तरल पदार्थ का उछलकर बाहर गिरना।

राधा की गगरी का पानी छलक रहा है।
छलकना, छलछलाना

Flow, run or fall out and become lost.

The milk spilled across the floor.
The wine spilled onto the table.
run out, spill

ଅର୍ଥ : ଲୋଭରେ ପ୍ରବୃତ୍ତ ହେବା

ଉଦାହରଣ : ଜମିଦାରଙ୍କ ଧନସମ୍ପତ୍ତି ଦେଖି ତାର ମନ ଲୋଭେଇଲା

ସମକକ୍ଷ : ଲୋଭାନ୍ୱିତ ହେବା, ଲୋଭେଇବା

लोभ से प्रवृत्त होना।

सेठ का धन देखकर उसका मन फिसल गया।
फिसलना