ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘୋଷା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘୋଷା   ବିଶେଷ୍ୟ

ଅର୍ଥ : ସଙ୍ଗୀତରେ କୌଣସି ଗୀତର ପ୍ରଥମ ପଦ

ଉଦାହରଣ : ବହୁତ କହିଲା ପରେ ସେ ଏହି ଗୀତର ଘୋଷା ଶୁଣାଇଲା

ସମକକ୍ଷ : ସ୍ଥାୟୀ

संगीत में किसी गीत का पहला पद।

बहुत कहने पर उसने इस गीत का स्थायी सुनाया।
टेक, स्थाई, स्थायी

ଅର୍ଥ : କୌଣସି ଗୀତଆଦିର ସେହି ଆରମ୍ଭିକ ପକ୍ତିଗୁଡ଼ିକ ଯାହା ପୁଣିଥରେ ବୋଲାଯାଏ

ଉଦାହରଣ : ମୋର କେବଳ ବହୁତ ଗୀତର ଘୋଷା ମନେ ରହେ

किसी गीत आदि की वे आरंभिक पंक्तियाँ जो दोहराई जायें।

मुझे अधिकतर गीतों के सिर्फ मुखड़े याद हैं।
मुखड़ा