ଅର୍ଥ : କିଛିଦିନ ପାଇଁ ସ୍ଥାୟୀ ହେବା ବା କାମଦେବା
ଉଦାହରଣ :
ଶାଗୁଆନ୍ କାଠରେ ତିଆରି ସାଜସଜ୍ଜାର ବସ୍ତୁଗୁଡ଼ିକ ସ୍ଥାୟୀ ହୋଇଥାଏ
ଅର୍ଥ : ଯାହା ବହୁତ ଦିନ ଧରି ଚାଲେ
ଉଦାହରଣ :
ଭାଈଙ୍କୁ ବ୍ୟାଙ୍କ୍ରେ ସ୍ଥାୟୀ ଚାକିରୀ ମିଳିଗଲା
ଅର୍ଥ : ସର୍ବଦା ରହିବା ବା କାମ କରିବା ବା ସବୁବେଳେ ଉପସ୍ଥିତି ରହିବା ବ୍ୟକ୍ତି
ଉଦାହରଣ :
ସଂସାରରେ କୌଣସି ବସ୍ତୁ ସ୍ଥାୟୀ ନୁହେଁ
ସମକକ୍ଷ : ଦୀର୍ଘସ୍ଥାୟୀ