ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘେରାବନ୍ଦୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘେରାବନ୍ଦୀ   ବିଶେଷ୍ୟ

ଅର୍ଥ : ଶତ୍ରୁ,ଅପରାଧୀ ଆଦିଙ୍କୁ ଘେରିବା ବା ଧରିବାପାଇଁ କୌଣସି ସ୍ଥାନର ଯିବାଆସିବା ବାଟକୁ ବନ୍ଦକରିବା ପ୍ରକ୍ରିୟା

ଉଦାହରଣ : ଭାରତ ଓ ପାକିସ୍ଥାନର ସୀମାନ୍ତରେ ଆତଙ୍କବାଦୀମାନଙ୍କ ଅନୁପ୍ରବେଶକୁ ରୋକିବାପାଇଁ ଅବରୋଧ କରାଯାଇଛି

ସମକକ୍ଷ : ଅବରୋଧ, ନାକାବନ୍ଦୀ

शत्रु,अपराधी आदि को घेरने या पकड़ने के लिए किसी स्थान के आने-जाने के मार्ग को रोकने की क्रिया।

भारत और पाकिस्तान की सीमा पर आतंकवादियों की घुसपैठ को रोकने के लिए नाकाबंदी की गई है।
इनहिसार, इन्हिसार, घेराबंदी, नाकाबंदी, नाकेबंदी

Prevents access or progress.

blockade

ଅର୍ଥ : କାହାରିକୁ ଚାରିପଟରୁ ଘେରିନେବା କ୍ରିୟା

ଉଦାହରଣ : ଶତ୍ରୁସେନା ଦୁର୍ଗକୁ ଘେରାବନ୍ଦୀ କରିଦେଲେ

किसी व्यक्ति या वस्तु को चारों और से घेर लेने की क्रिया।

शत्रु सेना ने किले की घेराबंदी की।
घेराबंदी, घेरेबंदी

The action of an armed force that surrounds a fortified place and isolates it while continuing to attack.

beleaguering, besieging, military blockade, siege