ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘାଟିଆ ବ୍ରାହ୍ମଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘାଟିଆ ବ୍ରାହ୍ମଣ   ବିଶେଷ୍ୟ

ଅର୍ଥ : ନଦୀଆଦିର ଘାଟଠାରେ ବସି ଦାନ ନେଉଥିବା ପଣ୍ଡା

ଉଦାହରଣ : କାଶୀର ଗଙ୍ଗାକୂଳରେ ଘାଟିଆ ବ୍ରାହ୍ମଣ ତୀର୍ଥଯାତ୍ରୀମାନଙ୍କୁ ପୂଜାପାଠ କରାଇଥାନ୍ତି

ସମକକ୍ଷ : ଘାଟ ପଣ୍ଡା, ଘାଟିଆ

नदी आदि के घाट पर बैठकर दान लेने वाला पंडा।

काशी में गंगा किनारे घाटिया तीर्थ यात्रियों को पूजा-पाठ कराते रहते हैं।
गंगापुत्र, घटवार, घटवारिया, घटवाल, घटवालिया, घाट का पंडा, घाटिया

A member of the highest of the four Hindu varnas.

Originally all brahmans were priests.
brahman, brahmin