ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘର କାମ କାଠ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘର କାମ କାଠ   ବିଶେଷ୍ୟ

ଅର୍ଥ : କୋଠା ବା ଭବନ ତିଆରି କାମରେ ବ୍ୟବହାର ହେଉଥିବା ଶିଶୁ,ସାଗୁଆନ, ଶାଳ ଆଦି ଗଛର ପାକଳ କାଠ

ଉଦାହରଣ : ବାସ୍ତୁ କାଠ ବହୁତ ମହଙ୍ଗା ହୋଇଗଲାଣି

ସମକକ୍ଷ : ବାସ୍ତୁ କାଠ

इमारत या भवन बनाने के काम आने वाली शीशम, सागवान, साखू आदि वृक्षों की पक्की लकड़ी।

इमारती-लकड़ी बहुत महँगी हो गई है।
इमारती लकड़ी, इमारती-लकड़ी, टिम्बर, वास्तु काष्ठ, वास्तु-काष्ठ

The wood of trees cut and prepared for use as building material.

lumber, timber