ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘରଘର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘରଘର   ବିଶେଷ୍ୟ

ଅର୍ଥ : ଯେ କୌଣସି ସ୍ଥାନରୁ ଉତ୍ପନ୍ନ ହେଉଥିବା ଘରଘର ଶବ୍ଦ

ଉଦାହରଣ : ମେସିନରୁ ହିଁ ଘରଘର ଶବ୍ଦ ଆସୁଛି

ସମକକ୍ଷ : ଘଡ଼ଘଡ଼

कहीं से उत्पन्न घर्र-घर्र का शब्द।

मशीन में से घरघर की आवाज आ रही है।
घर-घर, घरघर, घरघराहट, घर्र-घर्र, घुर-घुर, घुरघुर, घुरघुराहट, घुर्र-घुर्र, घुर्रघुराहट, घुर्रघुर्र

A low vibrating sound typical of a contented cat.

purr

ଘରଘର   କ୍ରିୟା ବିଶେଷଣ

ଅର୍ଥ : ପ୍ରତେୟ୍କ ଘର

ଉଦାହରଣ : ନେତାଜୀ ବସ୍ତ୍ର ମାଗିବାପାଇଁ ଗାଁରେ ଘରଘର ବୁଲୁଥିଲେ

हर एक घर में।

नेताजी वोट माँगने के लिए गाँव में घर-घर घूम रहे हैं।
घर घर, घर-घर

ଅର୍ଥ : ଦୁଆରେ ଦୁଆରେ

ଉଦାହରଣ : ଭିକାରୀ ଦ୍ୱାରଦ୍ୱାର ବୁଲି ଭିକ ମାଗୁଛି

ସମକକ୍ଷ : ଦ୍ୱାରଦ୍ୱାର

दरवाजे दरवाजे पर।

भिखारी दर-दर घूमकर भिक्षा माँग रहा है।
दर-दर, दर-ब-दर, दर-बदर, दरबदर, द्वार-द्वार