ଅର୍ଥ : ଘଣ୍ଟିରୁ ଉତ୍ପନ୍ନ ଧ୍ୱନି
ଉଦାହରଣ :
ଦୂରରୁ ଆସୁଥିବା ଫୋନ୍ର ଘଣ୍ଟି ଲମ୍ବା ହୋଇଥାଏ
ଅର୍ଥ : ଯେଉଁ ଛୋଟ ଉପକରଣରେ ଧ୍ୱନି ଉତ୍ପନ୍ନ କରାହୁଏ କିମ୍ବା ହୁଏ
ଉଦାହରଣ :
ଘଣ୍ଟି ଶବ୍ଦ ଶୁଣି ସେ କବାଟ ଖୋଲିଦେଲା ମୋତେ ସାଇକେଲରେ ଘଣ୍ଟି ଲଗାଇବାକୁ ପଡ଼ିବ
ଅର୍ଥ : ପଶୁଙ୍କ ଗଳାରେ ବନ୍ଧା ଯାଉଥିବା ଘଣ୍ଟି
ଉଦାହରଣ :
ଗାଈ ବେକରେ ବନ୍ଧା ହୋଇଥିବା ଘଣ୍ଟିରୁ ଠଣଠଣ ଶବ୍ଦ ଆସୁଛି
ଅର୍ଥ : ଛୋଟ ଘଣ୍ଟା
ଉଦାହରଣ :
ସେ ପୂଜା କରିବା ସମୟରେ ଘଣ୍ଟି ବଜାଉଥିଲା
ଅର୍ଥ : ପ୍ରତ୍ୟେକ ଘଣ୍ଟା ମଧ୍ୟରେ ବାଜୁଥିବା ଘଣ୍ଟି
ଉଦାହରଣ :
ଘଣ୍ଟି ବାଜିବା ଶୁଣି ସେ ଯିବାପାଇଁ ଠିଆ ହେଲେ
ଅର୍ଥ : ପିତ୍ତଳର ଛୋଟ ଲୋଟା
ଉଦାହରଣ :
ଘାର୍ମିକ ଅନୁଷ୍ଠାନରେ ଘଣ୍ଟିର ବ୍ୟବହାର କରାଯାଏ