ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘଞ୍ଚ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘଞ୍ଚ   ବିଶେଷଣ

ଅର୍ଥ : ଯାହାର ଅବୟବ ବା ଅଂଶ ପାଖକୁପାଖ ବା ଖୁନ୍ଦାଖିନ୍ଦି ଥାଏ ବା ଯାହା ବହୁତ ଲାଗିଲାଗି ରହିଛି

ଉଦାହରଣ : ଶିକାର ଘଞ୍ଚବଣରେ ପଶିଗଲା ଏବଂ ଶିକାରୀ ଖାଲି ହାତରେ ଫେରିଲା

ସମକକ୍ଷ : ଗହନ, ନିବିଡ଼, ସଘନ

जिसके अवयव या अंश पास-पास या सटे हों या जो बहुत पास-पास हों।

शिकार सघन वन में प्रवेश कर गया और शिकारी खाली हाथ लौट आया।
अबिरल, अविरल, गझिन, गहन, गुंजान, घना, घनेरा, निविड़, निविरीस, बीझा, संघात, सघन, सङ्घात