ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୁଆଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୁଆଇବା   କ୍ରିୟାପଦ

ଅର୍ଥ : ଅନ୍ୟ କାହାରିକୁ ଶୋଇବାରେ ପ୍ରବୃତ୍ତ କରିବା

ଉଦାହରଣ : ମାଆ ପିଲାକୁ ଶୁଆଉଛନ୍ତି

दूसरे को सोने में प्रवृत्त करना।

माँ बच्चे को सुला रही है।
पौंढ़ाना, पौढ़ाना, सुलाना

ଅର୍ଥ : ଅନ୍ୟ କାହାଦ୍ୱାରା ଶୁଆଇବାକାମ କରାଇବା

ଉଦାହରଣ : ମନୋରମା ଚାକରାଣୀଦ୍ୱାରା ପିଲାଟିକୁ ଶୁଆଉଛି

ସମକକ୍ଷ : ଶୟନକରାଇବା

सुलाने का काम किसी और से कराना।

मनोरमा नौकरानी से बच्चे को सुलवा रही है।
सुलवाना

ଅର୍ଥ : ଶୋଇଥିବା ବ୍ୟକ୍ତିକୁ କୌଣସି ଅନ୍ୟ ଜାଗାରେ ଶୁଆଇବା

ଉଦାହରଣ : ମା କୋଳରେ ଶୋଇଥିବା ଶିଶୁକୁ ବିଛଣାରେ ଶୁଆଇଲେ

सोए हुए को किसी दूसरी जगह पर लिटाना।

माँ ने बच्चे को गोद से उठाकर बिस्तर पर सुलाया।
लिटाना, लेटाना, सुलाना

ଅର୍ଥ : ଅନ୍ୟ ଲୋକକୁ ଶୋଇବାପାଇଁ ପ୍ରବୃତ୍ତ କରିବା

ଉଦାହରଣ : ଡାକ୍ତର ରୋଗୀକୁ ଚିକିତ୍ସା କରିବାପାଇଁ ଖଟ ଉପରେ ଶୁଆଇଲେ

ସମକକ୍ଷ : ଗଡ଼େଇବା

दूसरे को लेटने में प्रवृत्त करना।

डाक्टर ने रोगी को जाँच पट्टिका पर लिटाया।
पौंढ़ाना, पौढ़ाना, लिटाना, लेटाना

Put in a horizontal position.

Lay the books on the table.
Lay the patient carefully onto the bed.
lay, put down, repose

ଅର୍ଥ : ଶୋଇବାକାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ଚିକିତ୍ସକ ଲୋକଙ୍କଦ୍ୱାରା ରୋଗୀକୁ ଖଟରେ ଶୁଆଉଛନ୍ତି

ସମକକ୍ଷ : ଶୟନ କରାଇବା

लेटाने का काम दूसरे से कराना।

चिकित्सक लोगों द्वारा मरीज को खाट पर लेटवा रहा है।
लिटवाना, लेटवाना