ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗ୍ରୀକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗ୍ରୀକ   ବିଶେଷ୍ୟ

ଅର୍ଥ : ଯେଉଁ ଲିପିରେ ୟୂନାନୀ ଭାଷା ଲେଖାଯାଏ

ଉଦାହରଣ : ୟୂନାନୀ ଲିପି ବହୁତ ପୁରୂଣା

ସମକକ୍ଷ : ଗ୍ରୀକ ଲିପି, ୟୂନାନୀ, ୟୂନାନୀ ଲିପି

वह लिपि जिसमें यूनानी भाषा लिखी जाती है।

यूनानी लिपि बहुत पुरानी है।
ग्रीक, ग्रीक लिपि, यूनानी, यूनानी लिपि

ଗ୍ରୀକ   ବିଶେଷଣ

ଅର୍ଥ : ଗ୍ରୀକ ଭାଷା ସଂବନ୍ଧିତ ବା ଗ୍ରୀକ ଭାଷାର

ଉଦାହରଣ : ପ୍ଲାଟୋ, ଆରିଷ୍ଟୋଟଲ୍‌ ଆଦିଙ୍କ ଦ୍ୱାରା ଲିଖିତ ଗ୍ରୀକ ସାହିତ୍ୟର ଆଜି ମଧ୍ୟ ବହୁତ ମହତ୍ୱ ଅଛି

ସମକକ୍ଷ : ୟୁନାନୀ