ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗ୍ରାହ୍ୟତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗ୍ରାହ୍ୟତା   ବିଶେଷ୍ୟ

ଅର୍ଥ : ଜ୍ଞେୟ ବା ଗ୍ରାହ୍ୟ ହେବାର ଅବସ୍ଥା ବା ଭାବ

ଉଦାହରଣ : ଏହି ଲେଖାର ଜ୍ଞେୟତା ହିଁ ଏଥିରେ ରୋଚକତା ଆଣିଛି

ସମକକ୍ଷ : ଜ୍ଞେୟତା

ज्ञेय या ग्राह्य होने की अवस्था या भाव।

इस लेख की ज्ञेयता ही इसे रोचक बनाती है।
ग्राह्यता, ज्ञेयता

ଅର୍ଥ : ସ୍ୱୀକାର ବା ଗ୍ରାହ୍ୟ ହେବାର ଅବସ୍ଥା ବା ଭାବ

ଉଦାହରଣ : ଜର୍ମାନୀରେ ଶାକାହାରୀର ସ୍ୱକାର୍ଯ୍ୟତା ବଢ଼ୁଛି

ସମକକ୍ଷ : ସ୍ୱକାର୍ଯ୍ୟତା

स्वीकार्य या ग्राह्य होने की अवस्था या भाव।

जर्मनी में शाकाहार की स्वीकार्यता बढ़ रही है।
ग्राह्यता, स्वीकार्यता

The state of being acceptable and accepted.

Torn jeans received no acceptance at the country club.
acceptance

ଅର୍ଥ : ଗ୍ରାହ୍ୟ ହେବାର ଅବସ୍ଥା,ଭାବ ବା କ୍ଷମତା

ଉଦାହରଣ : ବାୟୁର ଆଦ୍ରତା ତାପମାନର ଗ୍ରାହ୍ୟତାନୁସାରେ ବଦଳି ଚାଲିଥାଏ

ग्राह्य होने की अवस्था, भाव या क्षमता।

वायु की आर्द्रता ग्राह्यता तापमान के अनुसार बदलती रहती है।
ग्राह्यता