ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋମୁଖୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋମୁଖୀ   ବିଶେଷ୍ୟ

ଅର୍ଥ : ଯେଉଁ ଥଳିରେ ହାତ ପୂରାଇ ମାଳା ଜପା ଯାଏ

ଉଦାହରଣ : ଶ୍ରୀମତୀ ରାଓ ସବୁଦିନେ ସକାଳେ ଗୋମୁଖୀ ନେଇ ଭ୍ରମଣରେ ଯାଆନ୍ତି

ସମକକ୍ଷ : ଜପଥଳି

एक प्रकार की थैली जिसमें हाथ डालकर माला फेरते हैं।

श्रीमती राव रोज़ सवेरे गोमुखी लेकर सैर पर जाती हैं।
अधियान, गोमुख, गोमुखी, जपगुथली, जपमाली

ଅର୍ଥ : ଗଙ୍ଗୋତ୍ରୀରେ ଗାଈମୁହଁ ପରି ଦିଶୁଥିବା ସ୍ଥାନ ଯେଉଁଠାରୁ ଗଙ୍ଗାର ସୃଷ୍ଟି ହୋଇଛି

ଉଦାହରଣ : ଗଙ୍ଗାର ଧାରା ସବୁବେଳେ ଗୋମୁଖୀରୁ ପ୍ରବାହିତ ହେଉଛି

ସମକକ୍ଷ : ଗୋମୁଖ

गंगोत्री में गाय के मुख के समान वह स्थान जिसमें से गंगा का उद्गम होता है।

गोमुखी में से बराबर गंगा की धारा निकलती रहती है।
गोमुख, गोमुखी