ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋଟିଏ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋଟିଏ   ବିଶେଷ୍ୟ

ଅର୍ଥ : ଗୋଟିଏ ବସ୍ତୁ ବା ବ୍ୟକ୍ତି

ଉଦାହରଣ : ତାଙ୍କ ମଧ୍ୟରୁ ଯେକୌଣସି ଜଣଙ୍କୁ ଡାକନ୍ତୁ

ସମକକ୍ଷ : ଜଣେ

* एक वस्तु या व्यक्ति।

उनमें से किसी एक को बुलाओ।
एक

A single person or thing.

He is the best one.
This is the one I ordered.
one

ଗୋଟିଏ   ବିଶେଷଣ

ଅର୍ଥ : ଗୋଟିଏ ବା ଗଣତିବେଳେ ଶୂନ୍ୟ ଉପରେ ଏବଂ ଦୁଇରୁ କମ୍

ଉଦାହରଣ : ଏହି କାମ ଗୋଟିଏ ଲୋକ ପକ୍ଷରେ ସମ୍ଭବ ନୁହେଁ

ସମକକ୍ଷ : ଏକ, ଜଣେ,

अकेला या गिनती में शून्य से ऊपर तथा दो से कम।

यह काम एक आदमी के बस का नहीं है।
1, I, इक, एक, हेक,