ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋଇଠି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋଇଠି   ବିଶେଷ୍ୟ

ଅର୍ଥ : ଜୋତା,ଚପଲ ଆଦିର ପଛ ଭାଗ ଯାହା ପାଦର ଗୋଇଠି ତଳେ ଥାଏ

ଉଦାହରଣ : ଏହି ଜୋତାର ଗୋଇଠି ଘଷି ହୋଇଯାଇଛି

जूते, चपप्लों आदि के पीछे का भाग जो पैर की एड़ी के नीचे आता है।

इस जूते की एड़ी घिस गई है।
एड़ी

The bottom of a shoe or boot. The back part of a shoe or boot that touches the ground and provides elevation.

heel

ଅର୍ଥ : ଗୋଡ଼ର ଏକ ପତଳା ଅଂଶ ଯାହା ପାଦର ପଞ୍ଜାର ଠିକ୍‌ ଉପରେ ପଛ ଆଡ଼କୁ ଥାଏ

ଉଦାହରଣ : ଶୀତଦିନେ ତାଙ୍କ ଗୋଇଠି ଫାଟି ଯାଏ ଏବଂ ସେ କଷ୍ଟ ସୂଚକ ଶଦ୍ଦ କରନ୍ତି

ସମକକ୍ଷ : ପାଦମୂଳ

टाँग का वह पतला हिस्सा जो पैर के पंजे के ठीक ऊपर, पीछे की तरफ़ होता है।

जाड़े के दिनों में उसकी एड़ी फट जाती है और वह दर्द से कराहने लगता है।
एड़, एड़ी, पादमूल, पार्ष्णि

The back part of the human foot.

heel