ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଦମୂଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଦମୂଳ   ବିଶେଷ୍ୟ

ଅର୍ଥ : ଗୋଡ଼ର ଏକ ପତଳା ଅଂଶ ଯାହା ପାଦର ପଞ୍ଜାର ଠିକ୍‌ ଉପରେ ପଛ ଆଡ଼କୁ ଥାଏ

ଉଦାହରଣ : ଶୀତଦିନେ ତାଙ୍କ ଗୋଇଠି ଫାଟି ଯାଏ ଏବଂ ସେ କଷ୍ଟ ସୂଚକ ଶଦ୍ଦ କରନ୍ତି

ସମକକ୍ଷ : ଗୋଇଠି

टाँग का वह पतला हिस्सा जो पैर के पंजे के ठीक ऊपर, पीछे की तरफ़ होता है।

जाड़े के दिनों में उसकी एड़ी फट जाती है और वह दर्द से कराहने लगता है।
एड़, एड़ी, पादमूल, पार्ष्णि

The back part of the human foot.

heel