ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁନ୍ଥିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁନ୍ଥିବା   କ୍ରିୟାପଦ

ଅର୍ଥ : ସୁତା ଆଦିରେ କିଛି ରଖିବା

ଉଦାହରଣ : ମାଳତୀ ରଙ୍ଗବେରଙ୍ଗ ଫୁଲର ଏକ ମାଳ ଗୁନ୍ଥୁଛି

सूत, तागे आदि में कुछ डालना।

मालती रंग-बिरंगे फूलों की एक माला गूथ रही है।
गूँथना, गूंथना, गूथना, नाँधना, नाधना, पिरोना, पिरोहना, पोहना

Thread on or as if on a string.

String pearls on a string.
The child drew glass beads on a string.
Thread dried cranberries.
draw, string, thread

ଅର୍ଥ : ଖରାପଭାବେ ସିଲେଇହେବା

ଉଦାହରଣ : ବ୍ୟାଗକୁ ତୁମେ ଏମିତି କେମିତି ସିଲେଇକଲ ?

ସମକକ୍ଷ : ସିଲେଇକରିବା

भद्दी तरह से सिया जाना।

थैले को तुमने ऐसे कैसे गुथ दिया है !।
गुँथना, गुथना

ଅର୍ଥ : କେତେକ ବସ୍ତୁ ବା କୌଣସି ବସ୍ତୁର କିଛିଭାଗରେ କଣାକରି ସେଥିରେ ରସି ବା ସୂତା ଭର୍ତ୍ତିକରିବା

ଉଦାହରଣ : ସେ ଏଠିସେଠି ପଡ଼ିଥିବା କାଗଜକୁ ଗୁନ୍ଥିଲା

ସମକକ୍ଷ : ଗ୍ରନ୍ଥନ କରିବା

कई वस्तुओं या किसी वस्तु के कई भागों को छेदकर उसमें रस्सी या तागा डालना।

उसने इधर-उधर बिखरे कागज़ो को नत्थी किया।
नत्थी करना, नाँधना, नाथना, नाधना

Become joined or linked together.

yoke