ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗାଁଉଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗାଁଉଲି   ବିଶେଷଣ

ଅର୍ଥ : ଗାଁ କିମ୍ବା ଗ୍ରାମୀଣ କ୍ଷେତ୍ରରେ ରହିବାବ୍ୟକ୍ତି

ଉଦାହରଣ : ଗାଉଁଲି ଲୋକ ସହରୀମାନଙ୍କ ଅପେକ୍ଷା କମ ଶିକ୍ଷିତ ହେଲେବି ଅତ୍ୟନ୍ତ ସ୍ନେହୀ

ସମକକ୍ଷ : ଗାଁଉଲିଆ, ଗ୍ରାମବାସୀ, ଗ୍ରାମୀଣ, ଗ୍ରାମ୍ୟ

गाँव या ग्रामीण क्षेत्र में रहनेवाला।

ग्रामीण जन शहरी निवासियों की अपेक्षा कम शिक्षित होते हैं।
गँवई, गँवार, गवैहाँ, ग्रामवासी, ग्रामीण, ग्राम्य, देहाती

ଅର୍ଥ : ଗାଁର ବା ଗାଁ ସହିତ ସମ୍ବନ୍ଧିତ

ଉଦାହରଣ : ଗାଉଁଲି ଜୀବନ ସରଳତାପୂର୍ଣ୍ଣ

ସମକକ୍ଷ : ଗାଁଉଲିଆ, ଗ୍ରାମୀଣ, ଗ୍ରାମ୍ୟ

गाँव का या गाँव से संबंधित।

ग्रामीण जीवन सादगीपूर्ण होता है।
गँवई, गवैहाँ, ग्रामिक, ग्रामीण, ग्रामीय, ग्राम्य, देहाती