ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁମ୍ଫା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁମ୍ଫା   ବିଶେଷ୍ୟ

ଅର୍ଥ : ଜମି ବା ପହାଡ଼ ତଳେ ବା ଭିତରେ ବିସ୍ତୃତ ଓ ଖାଲି ଜାଗା ଯେଉଁଠାରେ ପ୍ରାୟ ପଶୁମାନେ ରହନ୍ତି

ଉଦାହରଣ : ବାଘ ଗୁମ୍ଫାରେ ରହେ

ସମକକ୍ଷ : କନ୍ଦର, କନ୍ଦରା, ଖୋଲ, ଗହ୍ୱର, ଗୁହା

प्राकृतिक रूप से निर्मित ज़मीन या पहाड़ के नीचे या अंदर की विस्तृत और खाली जगह जिसमें प्रायः पशु आदि रहते हों।

हिमायल की गुफाओं में कई तपस्वी रहते हैं।
शेर गुफा में रहता है।
कंदर, कंदरा, कन्दर, कन्दरा, खोह, गह्वर, गुफा, गुहा, दरि, दरी, पृथ्वीगृह, विवर

A geological formation consisting of an underground enclosure with access from the surface of the ground or from the sea.

cave

ଅର୍ଥ : ହିଂସ୍ରଜନ୍ତୁମାନଙ୍କ ରହୁଥିବା ଗୁମ୍ଫା

ଉଦାହରଣ : ବାଘ ଗୁମ୍ଫାରେ ଶୋଇ ରହିଥିଲା

हिंसक जन्तुओं के रहने की गुफा।

शेर माँद में गुर्रा रहा था।
माँद

The habitation of wild animals.

den, lair

ଅର୍ଥ : ତିବ୍ବତୀୟ ବୌଦ୍ଧ ସମାଜର ଏକ ନୃତ୍ୟ

ଉଦାହରଣ : ସିକ୍କିମର ଗୋଟିଏ ଜାଗାରେ ମୁଁ ଗୁମ୍ଫାନୃତ୍ୟ ଉପଭୋଗ କଲି

ସମକକ୍ଷ : ଗୁମ୍ଫାନୃତ୍ୟ

तिब्बती बौद्ध समाज का एक नृत्य।

मैंने सिक्किम में गुम्पा नृत्य का आनन्द लिया।
गुम्पा, गुम्पा नृत्य

Taking a series of rhythmical steps (and movements) in time to music.

dance, dancing, saltation, terpsichore