ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗହଳିଚହଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗହଳିଚହଳି   ବିଶେଷ୍ୟ

ଅର୍ଥ : ଉତ୍ସବ ଆଦିରେ ହେଉଥିବା ଆନନ୍ଦ ସମାବେଶ

ଉଦାହରଣ : ସାହିରେ ଗହଳଚହଳ ଦେଖି ଆମେ ବୁଝିଗଲୁ ଯେ ଆଜି କୌଣସି ଉତ୍ସବ ପାଳିତହେଉଛି ବିବାହ ଉତ୍ସବରେ ବହୁତ ଗହଳିଚହଳି ହୁଏ

ସମକକ୍ଷ : ଗହଳଚହଳ

उत्सव, त्योहार आदि पर या किसी अन्य कारण से किसी स्थान पर बहुत से लोगों के आते-जाते रहने की क्रिया, अवस्था या भाव।

मुहल्ले में चहल-पहल देखकर हम समझ गये की आज कोई उत्सव है।
अबादानी, आबादानी, आवादानी, गहमा-गहमी, गहमागहमी, चहल पहल, चहल-पहल, चहलपहल, चाल, धूम, धूम धड़क्का, धूम-धड़क्का, धूम-धाम, धूमधड़क्का, धूमधाम, रौनक, रौनक़