ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଳାଧକ୍କା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଳାଧକ୍କା   ବିଶେଷ୍ୟ

ଅର୍ଥ : ଗଳାରେ ହାତ ଦେଇ କାହାକୁ ବାହାର କରିବାର ମୁଦ୍ରା

ଉଦାହରଣ : ଏହି ମଦ୍ୟପ ଯାତ୍ରୀକୁ ଚାଳକ ଗଳାଧକ୍କା ଦେଇ ବାହାର କଲା

ସମକକ୍ଷ : ଅର୍ଦ୍ଧଚନ୍ଦ୍ର, ତଣ୍ଟିଆ

किसी को निकाल बाहर करने के लिए गले में हाथ लगाने की मुद्रा।

चालक ने उस शराबी यात्री को गरदनिया देकर बाहर निकाला।
अर्द्धचंद्र, अर्द्धचन्द्र, अर्धचंद्र, अर्धचन्द्र, गरदनिया