ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅର୍ଦ୍ଧଚନ୍ଦ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଦ୍ଧଚନ୍ଦ୍ର   ବିଶେଷ୍ୟ

ଅର୍ଥ : ଗଳାରେ ହାତ ଦେଇ କାହାକୁ ବାହାର କରିବାର ମୁଦ୍ରା

ଉଦାହରଣ : ଏହି ମଦ୍ୟପ ଯାତ୍ରୀକୁ ଚାଳକ ଗଳାଧକ୍କା ଦେଇ ବାହାର କଲା

ସମକକ୍ଷ : ଗଳାଧକ୍କା, ତଣ୍ଟିଆ

किसी को निकाल बाहर करने के लिए गले में हाथ लगाने की मुद्रा।

चालक ने उस शराबी यात्री को गरदनिया देकर बाहर निकाला।
अर्द्धचंद्र, अर्द्धचन्द्र, अर्धचंद्र, अर्धचन्द्र, गरदनिया

ଅର୍ଥ : ଅଷ୍ଟମୀର ଚନ୍ଦ୍ର ଯାହା ଅଧା ହୋଇଥାଏ

ଉଦାହରଣ : ବାଳକଟି ଛାତ ଉପରେ ବସି ଅଧାଜହ୍ନକୁ ଦେଖୁଥିଲା

ସମକକ୍ଷ : ଅଧାଚାନ୍ଦ, ଅଧାଜହ୍ନ, ଅଷ୍ଟମୀଚନ୍ଦ୍ର, ଅଷ୍ଟମୀଜହ୍ନ

The natural satellite of the Earth.

The average distance to the Moon is 384,400 kilometers.
Men first stepped on the moon in 1969.
moon

ଅର୍ଥ : ଗୋଟିଏ ପ୍ରକାର ବାଣ

ଉଦାହରଣ : ଅର୍ଦ୍ଧଚନ୍ଦ୍ର ଲାଗିଲା ପରେ ଯୋଦ୍ଧାମାନଙ୍କର ପତନ ହେଲା

एक प्रकार का बाण।

अर्द्धचन्द्र के लगते ही योद्धा जमीन पर गिर पड़ा।
अर्द्धचंद्र, अर्द्धचन्द्र, अर्धचंद्र, अर्धचन्द्र

A projectile with a straight thin shaft and an arrowhead on one end and stabilizing vanes on the other. Intended to be shot from a bow.

arrow