ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗର୍ଭାବସ୍ଥା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗର୍ଭାବସ୍ଥା   ବିଶେଷ୍ୟ

ଅର୍ଥ : ଗର୍ଭାଧାନ ସମୟରୁ ଆରମ୍ଭ କରି ଶିଶୁର ଜନ୍ମ ହେବା ପର୍ଯ୍ୟନ୍ତ ଅବସ୍ଥା

ଉଦାହରଣ : ଗର୍ଭାବସ୍ଥାରେ ମାଆ‌ଠାରୁ ଭ୍ରୂଣକୁ ପୋଷକ ତତ୍ତ୍ୱ ମିଳିଥାଏ

गर्भाधान के समय से लेकर बच्चे के जन्म लेने तक की अवस्था।

गर्भावस्था में भ्रूण को पोषक तत्व माँ से मिलता है।
अवधान, गर्भ, गर्भावस्था, पेट, प्रेगनेंसी, प्रेगनेन्सी, प्रेग्नन्सी

The state of being pregnant. The period from conception to birth when a woman carries a developing fetus in her uterus.

gestation, maternity, pregnancy

ଅର୍ଥ : ଡିମ୍ବ କିମ୍ବା ଅଣ୍ଡାଣୁର ଗର୍ଭଧାନ ସମୟରୁ ଶିଶୁ ଜନ୍ମ ହେବା ପର୍ଯ୍ୟନ୍ତ ସମୟ

ଉଦାହରଣ : ଗର୍ଭାବସ୍ଥା ସମୟରେ ସବୁ ମା’ ନିଜର ବିଶେଷ ଧ୍ୟାନ ରଖିବା ଉଚିତ୍‌

ସମକକ୍ଷ : ଗର୍ଭକାଳ

डिंब अथवा अंडाणु के गर्भाधान के समय से लेकर बच्चे के जन्म लेने तक का समय।

गर्भकाल के दौरान हर माँ को अपना विशेष ध्यान रखना चाहिए।
गर्भकाल, गर्भावधि, प्रसूति काल, प्रसूति-काल, प्रसूतिकाल

The period during which an embryo develops (about 266 days in humans).

gestation, gestation period