ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଧ   ବିଶେଷ୍ୟ

ଅର୍ଥ : ଅଣ୍ଡିରା ଗଧ

ଉଦାହରଣ : ଧୋବା ଦୁଇଟି ଗଧୀ ଓ ଗୋଟିଏ ଗଧ ପାଳିଛି

ସମକକ୍ଷ : ଗର୍ଧବ

नर गधा।

धोबी ने दो गधी और एक गधा पाल रखा है।
खर, गदहा, गधा, गर्दभ

Domestic beast of burden descended from the African wild ass. Patient but stubborn.

domestic ass, donkey, equus asinus

ଅର୍ଥ : ଘୋଡ଼ାଭଳି ବା ତାଠାରୁ ଛୋଟ ଗୋଟିଏ ଚତୁସ୍ପଦପ୍ରାଣୀ

ଉଦାହରଣ : ଗଧ ଠିଆଠିଆ ଶୁଏ

घोड़े की तरह का, पर उससे छोटा, एक चौपाया।

गधा खड़े-खड़े सोता है।
खर, गदहा, गधा, गर्दभ, रमण, रेणुरुषित, लंबकर्ण, लम्बकर्ण, शंकुकर्ण

Hardy and sure-footed animal smaller and with longer ears than the horse.

ass

ଅର୍ଥ : ସେହି ବ୍ୟକ୍ତି ଯାହାର ବୁଦ୍ଧି ନାହିଁ ବା କମ୍‌ ବୁଦ୍ଧି

ଉଦାହରଣ : ସମାଜରେ ମୂର୍ଖଙ୍କ ସଂଖ୍ୟା କମ୍‌ ନୁହେଁ

ସମକକ୍ଷ : ଗୋବରଗଣେଶ, ମୂର୍ଖ, ମୂର୍ଖ ବ୍ୟକ୍ତି

Someone who doesn't understand what is going on.

lame, square