ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଣ୍ଠିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଣ୍ଠିଆ   ବିଶେଷଣ

ଅର୍ଥ : ଯେଉଁଥିରେ ଗଣ୍ଠି ଅଛି

ଉଦାହରଣ : କୃଷକଟି ଗଣ୍ଠିପକା ରସିର ଗଣ୍ଠିକୁ ଖୋଲୁଥିଲା

ସମକକ୍ଷ : ଗଣ୍ଠିପକା

जिसमें गाँठें हों।

किसान गाँठदार रस्सी की गाँठों को खोल रहा है।
गँठीला, गंठीला, गाँठदार, गाँठवाला, गिरहदार

ଅର୍ଥ : ଯେ ଧନକୁ ଭୋଗ କରେନାହିଁ, ବ୍ୟୟ କରେନାହିଁ ବା କାହାକୁ ବି ଦିଏ ନାହିଁ

ଉଦାହରଣ : ଏତେ ଧନ ଥାଇ ବି ସେ କୃପଣ

ସମକକ୍ଷ : କଞ୍ଜୁସ, କାମ୍ପି, କୁସୁମ କାଠ, କୃପଣ, ରଙ୍କ

जो धन का भोग या व्यय न करे और न ही किसी को दे।

इतना धनी होने के बावजूद भी वह कंजूस है।
अनुदार, अवदान्य, कंजूस, कदर्य, करमट्ठा, कुमुद, कृपण, क्षुद्र, चीमड़, तंगदस्त, तंगदिल, मत्सर, रंक, रेप, सूम, सोम

Unwilling to part with money.

closefisted, hardfisted, tightfisted