ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଣନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଣନା   ବିଶେଷ୍ୟ

ଅର୍ଥ : କୌଣସି କାମର ପରିମାଣ ଗଣିକରି ବା ହିସାବକରି ଜାଣିବାର କାମ

ଉଦାହରଣ : ତାର ଗଣନା ଭୁଲ୍‌ ଥିଲା

ସମକକ୍ଷ : ପରିକଳନ, ହିସାବ

गिनकर या हिसाब लगाकर यह देखने की क्रिया कि कुल कितना हुआ है या है।

उसकी गणना गलत थी।
गणन, गणना, गणित, परिकलन, संख्यान, हिसाब

ଅର୍ଥ : ଗଣିବାର କ୍ରିୟା ବା ଭାବ

ଉଦାହରଣ : ବଡ଼ ବଡ଼ ପଣ୍ଡିତମାନଙ୍କ ଭିତରେ ତାଙ୍କୁ ଗଣନା କରାଯାଏ

ସମକକ୍ଷ : ସୁମାରି

गिने जाने की क्रिया या भाव।

उनकी गणना बड़े-बड़े पंडितों में होती है।
अवगणन, गणन, गणना, गिनती, शुमार, संख्यान