ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଚ୍ଛିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଚ୍ଛିତ   ବିଶେଷ୍ୟ

ଅର୍ଥ : ଭବିଷ୍ୟତରେ ବ୍ୟବହାର ହେବାନିମନ୍ତେ ଉପଲବ୍ଧ ସାମଗ୍ରୀ

ଉଦାହରଣ : କମ୍ପାନୀମାନଙ୍କ ନିକଟରେ ପର୍ଯ୍ୟାପ୍ତ ଷ୍ଟକ୍ ରହିଛି

ସମକକ୍ଷ : ଷ୍ଟକ୍

भविष्य में उपयोग में लाए जाने के लिए उपलब्ध सामग्री।

कंपनियों के पास पर्याप्त स्टॉक होता है।
स्टाक, स्टॉक

A supply of something available for future use.

He brought back a large store of Cuban cigars.
fund, stock, store

ଗଚ୍ଛିତ   ବିଶେଷଣ

ଅର୍ଥ : ରଖା ହୋଇଥିବା

ଉଦାହରଣ : ଦୋକାନୀ ଗଚ୍ଛିତ ମାଲକୁ ଦୁଇଗୁଣ ଦାମରେ ବିକ୍ରି କରୁଛି

ସମକକ୍ଷ : ମହଜୁଦ, ସଂଚିତ

रखा हुआ।

दुकानदार धराऊ माल को दुगुने दाम में बेच रहा है।
धराऊ