ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖୋଳପା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖୋଳପା   ବିଶେଷ୍ୟ

ଅର୍ଥ : ଶୁଖିବା ବା ସଙ୍କୁଚିତ ହେବା ଫଳରେ ସ୍ଥାନେସ୍ଥାନେ ଫାଟିଯାଇଥିବା କୌଣସି ବସ୍ତୁର ପତଳା ପରସ୍ତ

ଉଦାହରଣ : ପାଣି ଅଭାବରୁ ବିଲରେ ଖୋଳପା ଉଠିଲାଣି

सूखकर या सिकुड़ने से जगह-जगह चिटकी हुई किसी वस्तु की पतली परत।

पानी की कमी से खेत में पपड़ी पड़ गई है।
पपड़ी, पपरी, पर्पटी

A hard outer layer that covers something.

crust, encrustation, incrustation

ଅର୍ଥ : ଯେଉଁ ଉପର ପରସ୍ତର ତଳେ ବା ଭିତରେ କିଛି ଫଳ ବା ଜୀବ ରହିଥାଏ

ଉଦାହରଣ : ବାଦାମ ଉପରେ ବହୁତ ଟାଣ ଖୋଳପା ଥାଏ

ସମକକ୍ଷ : ଆବରଣ, ଚୋପା

वह ऊपरी परत जिसके अंदर या नीचे कोई जीव रहता हो।

कछुए का कवच बहुत कड़ा होता है।
आवरण, कवच, चोल

A hard outer covering as of some amoebas and sea urchins.

test