ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖୋଲାପଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖୋଲାପଣ   ବିଶେଷ୍ୟ

ଅର୍ଥ : ଉନ୍ମୁକ୍ତ ହେବାର ଅବସ୍ଥା ବା ଭାବ

ଉଦାହରଣ : ସ୍ୱଭାବର ଉନ୍ମୁକ୍ତତା ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଭଲ ଲାଗେ

ସମକକ୍ଷ : ଉନ୍ମୁକ୍ତତା

उन्मुक्त या खुले होने की अवस्था या भाव।

स्वभाव की उन्मुक्तता एक सीमा तक ही अच्छी लगती है।
उन्मुक्तता, खुलापन

ଅର୍ଥ : ବନ୍ଦ ନ ହେବାର ଅବସ୍ଥା ବା ଭାବ ଅର୍ଥାତ ଖୋଲା ହେବା ବା ଖୋଲିବାର ଅବସ୍ଥା ବା ଭାବ

ଉଦାହରଣ : ତା ବାହୁର ଖୋଲାପଣ ବୁଝାଉଥିଲା ଯେ ସେ ମୋତେ ଆଲିଙ୍ଗନ କରିବାପାଇଁ କେତେ ବ୍ୟଗ୍ର

ସମକକ୍ଷ : ଉନ୍ମୁକ୍ତତା

* बँधी या बंद न होने की अवस्था या भाव अर्थात् खुला होने या खोलने की अवस्था या भाव।

उसकी बाँहों का खुलापन बता रहा था कि वह मुझसे गले मिलने के लिए कितना व्यग्र है।
उकासी, खुलापन

Becoming open or being made open.

The opening of his arms was the sign I was waiting for.
opening

ଅର୍ଥ : ଖୋଲା ହେବାର ଅବସ୍ଥା ବା ଭାବ

ଉଦାହରଣ : ମୋତେ ପଡ଼ିଆ, ଘର ଆଦିର ଉନ୍ମୁକ୍ତତା ଖୁବ୍‌ ଭଲ ଲାଗେ

ସମକକ୍ଷ : ଅନାବୃତତା, ଉନ୍ମୁକ୍ତତା

खुले होने की अवस्था या भाव।

मुझे मैदान, घर आदि का खुलापन बहुत भाता है।
खुलापन

Without obstructions to passage or view.

The openness of the prairies.
openness