ଅର୍ଥ : ଉନ୍ମୁକ୍ତ ହେବାର ଅବସ୍ଥା ବା ଭାବ
ଉଦାହରଣ :
ସ୍ୱଭାବର ଉନ୍ମୁକ୍ତତା ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଭଲ ଲାଗେ
ସମକକ୍ଷ : ଖୋଲାପଣ
ଅର୍ଥ : ବନ୍ଦ ନ ହେବାର ଅବସ୍ଥା ବା ଭାବ ଅର୍ଥାତ ଖୋଲା ହେବା ବା ଖୋଲିବାର ଅବସ୍ଥା ବା ଭାବ
ଉଦାହରଣ :
ତା ବାହୁର ଖୋଲାପଣ ବୁଝାଉଥିଲା ଯେ ସେ ମୋତେ ଆଲିଙ୍ଗନ କରିବାପାଇଁ କେତେ ବ୍ୟଗ୍ର
ସମକକ୍ଷ : ଖୋଲାପଣ