ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଆଙ୍ଗୁଠିରେ ଛୁଇଁ ଉପଲବ୍ଧି କରୁଥିବା ପ୍ରକ୍ରିୟା
ଉଦାହରଣ : ଚକୋଲେଟ୍ ପାଇବା ଲାଳସାରେ ପିଲାଙ୍କର ପକେଟ୍ ଦରାଣ୍ଡିବା ଉଚିତ
ସମକକ୍ଷ : ଅଣ୍ଡାଳିବା, ଦରାଣ୍ଡିବା
उँगलियों से छूकर मालूम करने की क्रिया।
ଅର୍ଥ : ଲୁଚା ହୋଇଥିବା କିମ୍ବା ହଜିଥିବା ଜିନିଷକୁ ଖୋଜିବାର କ୍ରିୟା ବା ଭାବ
ଉଦାହରଣ : ପୋଲିସ ହତ୍ୟାକାରୀକୁ ଖୋଜୁଛନ୍ତି
ସମକକ୍ଷ : ତଲାସିବା, ପତା କରିବା
छिपे या खोए हुए को खोजने या ढूँढ़ने की क्रिया या भाव।
The activity of looking thoroughly in order to find something or someone.
ଅର୍ଥ : ଦେଖି କୌଣସି ବ୍ୟକ୍ତି, ବସ୍ତୁ, ସ୍ଥାନ ଇତ୍ୟାଦିକୁ ଖୋଜିବା
ଉଦାହରଣ : ପୋଲିସ ହତ୍ୟାକାରୀକୁ ଖୋଜୁଛି ସବୁ ଦୋକାନଗୁଡ଼ିକୁ ଖୋଜିଲାପରେ ବି ହେଙ୍ଗୁକେଉଁଠି ମିଳିଲା ନାହିଁ
ସମକକ୍ଷ : ପତା ଲଗାଇବା
यह देखना कि कोई व्यक्ति, वस्तु, स्थान आदि कहाँ है।
Try to locate or discover, or try to establish the existence of.
ଅର୍ଥ : ଜାଣିବାପାଇଁ ଆଙ୍ଗୁଳିଦ୍ୱାରା ଛୁଇଁବା ବା ଦବାଇବା
ଉଦାହରଣ : ଶ୍ୟାମ ତା ବାପାଙ୍କ ପକେଟ୍ ଅଣ୍ଡାଳୁଛି
मालूम करने के लिए उँगलियों से छूना या दबाना।
Feel searchingly.
ସଂସ୍ଥାପନ କରନ୍ତୁ