ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖୁଣ୍ଟିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖୁଣ୍ଟିବା   କ୍ରିୟାପଦ

ଅର୍ଥ : ପକ୍ଷୀମାନେ ଥଣ୍ଟଦ୍ୱାରା ଦାନା ବା କଣିକା ଖାଇବା

ଉଦାହରଣ : ପାରା ଛାତଉପରେ ଦାନା ଖୁଣ୍ଟୁଛି

चिड़ियों का चोंच से दाना या चारा उठाकर खाना।

कबूतर छत के ऊपर दाना चुग रहे हैं।
चुगना, चुग्गा लेना

Eat by pecking at, like a bird.

peck, pick up

ଅର୍ଥ : ଅଳ୍ପଅଳ୍ପ କାଟିକରି ଖାଇବା

ଉଦାହରଣ : ଖେତରେ ଛେଳିଗୁଡ଼ିକ ଛୋଟଗଛର ପତ୍ର ଖୁଣ୍ଟି ଖାଉଛନ୍ତି

ସମକକ୍ଷ : ଖୁଣ୍ଟି ଖାଇବା, ଟୋକିବା

थोड़ा-थोड़ा काटकर खाना।

खेत में बकरियाँ पौधों की पत्तियों को टूँग रही हैं।
टुँगना, टूँगना

ଅର୍ଥ : ଛୋଟ ଛୋଟ ବସ୍ତୁଗୁଡ଼ିକୁ ଗୋଟି ଗୋଟି କରି ହାତରେ ଉଠେଇବା

ଉଦାହରଣ : ମାଆ ଅଗଣାରେ ବସି ଚାଉଳରୁ ଗୋଡ଼ି ବାଛୁଛନ୍ତି

ସମକକ୍ଷ : ବାଛିବା

छोटी-छोटी वस्तुएँ एक-एक करके हाथ से उठाना।

माँ आँगन में बैठकर चावल में से कंकड़ आदि चुन रही है।
चुनना, बिनना, बीनना