ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖୁଚୁରାବେପାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖୁଚୁରାବେପାରୀ   ବିଶେଷ୍ୟ

ଅର୍ଥ : ଯେଉଁ ବେପାରୀ ଅଳ୍ପ ଅଳ୍ପ ଜିନିଷ କିଣେ ବା ବିକେ

ଉଦାହରଣ : ଶ୍ୟାମ ଜଣେ ଖୁଚୁରା ବେପାରୀ

ସମକକ୍ଷ : ଛୋଟବେପାରୀ

वह व्यापारी जो थोड़ा-थोड़ा करके समान खरीदता या बेचता है।

श्याम एक खुदरा व्यापारी है।
खुदरा फ़रोश, खुदरा व्यापारी, फुटकर व्यापारी, रिटेलर

A merchant who sells goods at retail.

retail merchant, retailer

ଅର୍ଥ : ବୁଲିବୁଲି ଖୁଚୁରା ଜିନିଷ ବିକ୍ରି କରୁଥିବା ଛୋଟ ବେପାରୀ

ଉଦାହରଣ : ଗାଁରେ ଲୋକମାନେ ବୁଲାବିକାଳୀଙ୍କଠାରୁ କିଛି ଦରକାରୀ ଜିନିଷ କିଣି ନିଅନ୍ତି

ସମକକ୍ଷ : ଫେରିବାଲା, ବୁଲାବିକାଳୀ, ବୁଲାବେପାରୀ

कम पूँजीवाला छोटा व्यापारी।

गाँवों में लोग कुछ आवश्यक सामन पैकारों से खरीद लेते हैं।
पैकार

Someone who travels about selling his wares (as on the streets or at carnivals).

hawker, packman, peddler, pedlar, pitchman