ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖର୍ଚ୍ଚ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖର୍ଚ୍ଚ କରିବା   କ୍ରିୟାପଦ

ଅର୍ଥ : ଉପଯୋଗ ବା କାମରେ ଲଗେଇବା

ଉଦାହରଣ : ରାଜଗୀର ଏହି ଘର ତିଆରି କରିବାପାଇଁ ଶହେ ବସ୍ତା ସିମେଣ୍ଟ ଲଗାଇଲା

ସମକକ୍ଷ : ବ୍ୟୟ କରିବା, ଲଗେଇବା

उपयोग या काम में लाना।

राजगीर ने यह घर बनाने में सौ बोरी सीमेंट लगाया।
उठाना, खपाना, खरचना, खर्च करना, खर्चना, ख़र्च करना, लगाना, व्यय करना

Spend completely.

I spend my pocket money in two days.
spend