ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଡ଼ି   ବିଶେଷ୍ୟ

ଅର୍ଥ : ଶିକୁଳିର ମାଳିରେ ଥିବା କୌଣସି ମୁଦି

ଉଦାହରଣ : ଜଞ୍ଜିରର କଡ଼ି ଛିଡ଼ିଗଲା ପରେ ବଳଦ ଖେତ ଆଡ଼କୁ ପଳାଇଲା

सिकड़ी की लड़ी का कोई छल्ला।

जंजीर की कड़ी टूटते ही बैल खेत की ओर भागा।
कड़ी, कुंडी

ଅର୍ଥ : ଖଟା, ବେସନଆଦିକୁ ରାନ୍ଧି ଗାଢ଼ାକରି ପ୍ରସ୍ତୁତ ହେଉଥିବା ଏକ ତରକାରୀ

ଉଦାହରଣ : କଡ଼ି ଅନେକ ପ୍ରକାରର

ସମକକ୍ଷ : ତରକାରୀ

खटाई, बेसन आदि को पकाकर गाढ़ा करने से बनने वाला एक सालन।

कढ़ी कई प्रकार की होती है।
कढ़ी, करी