ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତରକାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତରକାରୀ   ବିଶେଷ୍ୟ

ଅର୍ଥ : ଡେମ୍ଫ, ଫଳ, କନ୍ଦା,ଶାଗଆଦି ଯାହାକୁ ରାନ୍ଧି ରୋଟି, ଭାତଆଦି ସହିତ ଖିଆଯାଏ

ଉଦାହରଣ : ପ୍ରିୟମ୍ବଦା ଭେଣ୍ଡି ତରକାରୀ ରାନ୍ଧୁଛନ୍ତି

ସମକକ୍ଷ : ତିଅଣ, ତୁଣ

डंठल, फल, कंद, शाक आदि जिन्हें पकाकर रोटी, चावल आदि के साथ खाते हैं।

प्रियंवदा भिन्डी की सब्जी बना रही है।
तरकारी, भाजी, सब्जी, साग, साग-भाजी, साग-सब्ज़ी, साग-सब्जी

Edible seeds or roots or stems or leaves or bulbs or tubers or nonsweet fruits of any of numerous herbaceous plant.

veg, vegetable, veggie

ଅର୍ଥ : ଖଟା, ବେସନଆଦିକୁ ରାନ୍ଧି ଗାଢ଼ାକରି ପ୍ରସ୍ତୁତ ହେଉଥିବା ଏକ ତରକାରୀ

ଉଦାହରଣ : କଡ଼ି ଅନେକ ପ୍ରକାରର

ସମକକ୍ଷ : କଡ଼ି

खटाई, बेसन आदि को पकाकर गाढ़ा करने से बनने वाला एक सालन।

कढ़ी कई प्रकार की होती है।
कढ़ी, करी