ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ୱାର୍ଟର ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ୱାର୍ଟର   ବିଶେଷ୍ୟ

ଅର୍ଥ : ରହିବାପାଇଁ ପ୍ରଦତ୍ତ କରାଯାଇଥିବା ବା ଭଡ଼ା ଆଦିଦ୍ୱାରା ନିଶ୍ଚିତ ସମୟସୀମାପାଇଁ ନିଆଯାଇଥିବା ଅସ୍ଥାୟୀ ଘର

ଉଦାହରଣ : ରମେଶ ସରକାରୀ କ୍ୱାର୍ଟରରେ ରହେ

रहने के लिए आवंटित कराया हुआ या किराए आदि पर निश्चित अवधि के लिए लिया हुआ अस्थाई घर।

रमेश सरकारी आवास में रहता है।
आवास, क्वाटर, क्वार्टर

Housing available for people to live in.

He found quarters for his family.
I visited his bachelor quarters.
living quarters, quarters

ଅର୍ଥ : ଏକ ପାଆକିଆ ବୋତଲରେ ଯେତେ ମଦ ରହେ

ଉଦାହରଣ : ଗୋଟେ କ୍ୱାର୍ଟର ମଦ ପିଇବାପରେ ହିଁ ସେ ଏଣୁତେଣୁ ଗପିବାକୁ ଲାଗିଲା

ସମକକ୍ଷ : କ୍ୱାର୍ଟର ମଦ

उतनी शराब जो एक पाव की बोतल में रहती है।

एक पौवा पीने के बाद ही वह अनाप-शनाप बकने लगा।
क्वाटर, क्वार्टर, पौआ, पौवा