ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୃତ୍ତିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୃତ୍ତିକା   ବିଶେଷ୍ୟ

ଅର୍ଥ : ଯେଉଁ ଛଅଜଣ ଦେବୀ କାର୍ତ୍ତିକେୟଙ୍କୁ ଦୁଗ୍ଧପାନ କରାଇ ପାଳନ କରିଥିଲେ

ଉଦାହରଣ : କୃତ୍ତିକାଙ୍କ ନାମରେ ହିଁ ସ୍କନ୍ଦଙ୍କୁ କାର୍ତ୍ତିକେୟ କୁହାଯାଏ

ସମକକ୍ଷ : କୃତିକା

वे छह देवियाँ जिन्होंने कार्तिकेय को दूध पिलाकर पाला था।

कृत्तिका के नाम पर ही स्कंद को कार्तिकेय भी कहा जाता है।
कृतिका, कृत्तिका

A female deity.

goddess

ଅର୍ଥ : ଯେଉଁ ସମୟରେ ଚନ୍ଦ୍ରମା କୃତ୍ତିକା ନକ୍ଷତ୍ରରେ ଥାଆନ୍ତି

ଉଦାହରଣ : ସେ କୃତ୍ତିକା ନକ୍ଷତ୍ରରେ ଜନ୍ମ ହୋଇଥିଲା

ସମକକ୍ଷ : କୃତ୍ତିକା ନକ୍ଷତ୍ର

वह समय जब चंद्रमा कृत्तिका नक्षत्र में होता है।

वह कृत्तिका नक्षत्र में पैदा हुआ था।
अग्नि, अग्नि नक्षत्र, अग्निनक्षत्र, आग्नेय, कृतिका, कृतिका नक्षत्र, कृत्तिका, कृत्तिका नक्षत्र

ଅର୍ଥ : ସତେଇଶ ନକ୍ଷତ୍ର ମଧ୍ୟରୁ ତୃତୀୟ ନକ୍ଷତ୍ର

ଉଦାହରଣ : ଭରଣୀରୁ ବାହାରି ଚନ୍ଦ୍ର କୃତ୍ତିକା ନକ୍ଷତ୍ରରେ ପ୍ରବେଶ କଲା

ସମକକ୍ଷ : କୃତ୍ତିକା ନକ୍ଷତ୍ର

सत्ताईस नक्षत्रों में से तीसरा।

भरणी से निकलकर चंद्रमा ने कृत्तिका नक्षत्र में प्रवेश किया।
अग्नि, अग्नि नक्षत्र, अग्निनक्षत्र, आग्नेय, कृतिका, कृतिका नक्षत्र, कृत्तिका, कृत्तिका नक्षत्र