ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁଶାସନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁଶାସନ   ବିଶେଷ୍ୟ

ଅର୍ଥ : ଖରାପ ଶାସନ

ଉଦାହରଣ : କଂସର କୁଶାସନରେ ପ୍ରଜାମାନେ ଭୟଭୀତ ଥିଲେ

ସମକକ୍ଷ : ଅନ୍ଧାରୀ ଶାସନ

बुरा शासन।

कंस के कुशासन से प्रजा भयभीत थी।
अंधेरगर्दी, अन्धेरगर्दी, कुराज्य, कुशासन

Government that is inefficient or dishonest.

misgovernment, misrule

ଅର୍ଥ : କୁଶରେ ତିଆରି ଛୋଟ ପଟି

ଉଦାହରଣ : ପଣ୍ଡିତ କୁଶାସନ ଉପରେ ବସି ପୂଜା କରୁଛନ୍ତି

कुश की बनी छोटी चटाई।

पंडितजी साथरी पर बैठकर पूजा कर रहे हैं।
साथरी

ଅର୍ଥ : କୁଶରେ ତିଆରି ହୋଇଥିବା ଆସନ

ଉଦାହରଣ : ମୋର ଜେଜେ କୁଶାସନରେ ବସି ପୂଜାପାଠ କରନ୍ତି

वह आसन जो कुश का बना हो।

मेरे दादाजी कुशासन पर बैठकर पूजा-पाठ करते हैं।
अधःप्रसार, कुश आसन, कुशासन, दर्भासन, पीठ