ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କୁନ୍ତଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କୁନ୍ତଳ   ବିଶେଷ୍ୟ

ଅର୍ଥ : ସମ୍ପୂର୍ଣ ଜାତିର ଏକ ରାଗ ଯାହାକୁ ଦୀପକର ଚତୁର୍ଥ ପୁତ୍ର ଭାବରେ ଗ୍ରହଣ କରାଯାଏ

ଉଦାହରଣ : କୁନ୍ତଳ ଗ୍ରୀଷ୍ମଋତୁର ଦ୍ୱିପହରରେ ଗାଆନ୍ତି

सम्पूर्ण जाति का एक राग जो दीपक का चौथा पुत्र माना जाता है।

कुंतल ग्रीष्मऋतु में दोपहर को गाया जाता है।
कुंतल, कुन्तल

Any of various fixed orders of the various diatonic notes within an octave.

mode, musical mode

ଅର୍ଥ : ମୁଣ୍ଡର ବାଳ

ଉଦାହରଣ : କଳା, ଲମ୍ବା ବାଳ ଦେଖିବାକୁ ଭଲ ଲାଗେ

ସମକକ୍ଷ : ଚୁଟି, ଚୂଳ, ବାଳ, ଶିରୋଜ, ଶିରୋରୁହ

सिर के बाल।

काले, लम्बे बाल देखने में अच्छे लगते हैं।
कंज, कुंतल, कुन्तल, केश, चूल, बाल, शिरज, शिरसिज, शिरसिरुह, शिरोज, शिरोरुह, शिरोरूह, सारंग

Growth of hair covering the scalp of a human being.

head of hair, mane

ଅର୍ଥ : ଯେଉଁ ଦେଶ କୋଙ୍କଣ ଓ ବେରାର ମଝିରେ ଥିଲା

ଉଦାହରଣ : କୁନ୍ତୀ କୁନ୍ତଳ ରାଜାଙ୍କ ଝିଅ ଥିଲେ

ସମକକ୍ଷ : କୁଂତଳ

एक देश जो कोंकण और बरार के मध्य में था।

कुंती कुंतल के राजा की पुत्री थी।
कुंतल, कुंतल देश, कुन्तल, कुन्तल देश

The territory occupied by a nation.

He returned to the land of his birth.
He visited several European countries.
country, land, state